by Monalisa priyadarsini Nanda ✓ · 24 May 2019
ରାକେଶ ଭଳି ମୁଖ ମଣ୍ଡଳ, ସେଇ ଆଖି ନାକ ହସ l ସତରେ କଣ ବୀର ପୁତ୍ର ପୁନଃଜନ୍ମ ନେଇ ଶତ୍ରୁ ସଂହାର କରିବାକୁ ଫେରିଆସିଲେ l ମିତାର ଅଧୁରା ସ୍ବପ୍ନ କଣ ସତ କରିବ ଏହି ପୁତ୍ର ସନ୍ତାନ l ଧନ୍ୟ ଭଗବାନ l ଧନ୍ୟ ତୁମର ଲୀଳା l
Loading comments…
Loading comments…