by Narayan chandra Senapati ✓ · 8 Jun 2019
ମୋର ଭାଗ୍ୟ ତ ତୁମେ ମୋ ପିଲାଦିନର ଖେଳଘରରୁ ଭାଙ୍ଗି ଦେଇଛ,ଆକାଶକୁ ଭାଙ୍ଗି ଟିକ୍ ଟିକ୍ କରି ମୋ ଉପରେ ଅଜାଡି ମୋତେ କ୍ଷତ ବିକ୍ଷତ କରିଛ?ଆଉ ମୋର କେଉଁ ଜାଗା ଅକ୍ଷତ ଅଛି ଯେ କ୍ଷତ ହେବ?
Loading comments…
Loading comments…