by Narayan chandra Senapati ✓ · 8 Jul 2019
କାନ୍ଥରେ ହାତ ଭରାଦେଇ ଆସି ବାହାରକୁ ଦେଖନ୍ତେ, ସେଇ ସେଦିନର ଗେହ୍ଲା ଅମରେନ୍ଦ୍ର। କାନ୍ଦି କାନ୍ଦି ତାଙ୍କ ପାଦ ତଳେ ପଡି କହିଲା,ବାପା ମୋର ଚାକିରୀ, ଟଙ୍କା, କୋଠା ବାଡ଼ି କିଛି ଦରକାର ନାହିଁ। ମୁଁ ଖାଲି ଚାହେଁ ତୁମର ସ୍ନେହ,ମୋ ମାଆର ସ୍ମୃତି ଆଉ ମୋ ଭଙ୍ଗାକୁଡ଼ିଆର ପ୍ରେମ ପରଶ
Loading comments…
Loading comments…