ଏହାପରେ ଦୁହେଁ କାର୍ ରେ ଚାଲିଲେ ଏୟାରପୋର୍ଟ ଅଭିମୂଖେ । ତରତର ହୋଇ କାର୍ ରୁ ଏୟାରପୋର୍ଟ ଭିତରକୁ ଯିବାପାଇଁ କିଛି ପାହୁଣ୍ଡ ଆଗେଇଯାଇ ବିଭୁର ଡାକରେ ପୁଣି ପଛକୁ ଫେରିଆସିଲା କୃପା । ଗାଡି ଡୋର୍ ପାଖରୁ ଭିତରକୁ ବୁଭୁ ଉଦ୍ଦେଶ୍ୟରେ ବେହେରା ସାର୍ ଙ୍କର ପାଣ୍ଡୁ ଲିପିଟା ବଢାଇଦେଉଦେଉ କହିଲା " ମାଳମାଳ ଡାକ୍ତର ଆଉ ଇଞ୍ଜିନିୟର ଭିତରେ ଏ ସୁପ୍ତ ଜାତିକୁ ଆଜି ଦରକାର ଆଉଥରେ ସେଦିନର ସେ ମଧୁବାବୁ । ଆଉ ତୁ ଆଣିଦେ ସବୁ ଓଡିଆଙ୍କ ପାଇଁ ପୁଣି ଥରେ ମଧୁବାବୁଙ୍କୁ ।
Loading comments…