Loading…
ସୁଷମାଙ୍କ କଥାରେ ସହମତି ଜଣାଇଲେ ରମାକାନ୍ତ ବାବୁ । ଖୁସି ମନରେ ସୁଷମା ଉଠିଗଲେ ଠାକୁରଘରକୁ ସନ୍ଧ୍ୟାଧୂପ ଦେବା ଉଦ୍ଦେଶ୍ୟରେ । ବାଲକୋନିରେ ବସି ରମାକାନ୍ତ ବାବୁ ଅପେକ୍ଷା କରିଥିଲେ ମିନିର ଆସିବା ବାଟକୁ । ଏଥର ମିନି ଆସିଲେ ତାକୁ ଆଉ ଯିବାକୁ ଦେବେନି ସେ । ଠାକୁରଘରେ ସନ୍ଧ୍ୟାଧୂପ ଦେଇସାରି ସୁଷମା ପଢୁଥିଲେ ଭଗବତ୍ ଗୀତା ...
Comments
Loading comments…