by Manoj Dalbehera ✓ · 14 Aug 2021
କାହିଁକି ତୁ ଯେବେ ଡବଲ୍ ମ୍ୟୁଟାଣ୍ଟ, ଟ୍ରିପଲ୍ ମ୍ୟୁଟାଣ୍ଟ ରୂପ ନେଇ ବାରମ୍ବାର ଆସି ପାରୁଛୁ ମୁଁ ସେମିତି ନୂଆ ରୂପ ନେଇ ଆସି ପାରିବିନି ନା କ'ଣ ? ସେତେବେଳେ ମାସ୍କ ଦାୟିତ୍ୱରେ ଥିଲି । ଏବେ ମୁଁ ଅକ୍ସିଜେନ ଯୋଗାଣ ଦାୟିତ୍ଵରେ ବୁଝିଲୁ ।
Loading comments…
Loading comments…