by Jyotipuspa Das ✓ · 17 Jan 2021
ମୋ ଆଖି ସାରା ଲୁହ ଭରି ଯାଇଥିଲା। ଉଚ୍ଚ ଶିକ୍ଷିତ ମୋ ସ୍ବାମୀଙ୍କୁ କହିଲି - " ମା କଣ ଏମିତି କରୁଛନ୍ତି? ଏଇଟା କଣ ଠିକ୍।" ଏକ ଗମ୍ଭୀର ସ୍ୱର ରେ ନବ ବିବାହିତ ମୋ ସ୍ବାମୀ କହିଲେ " ପୁରା ଚୁପ୍ ! ମା କୁ ଯାହା ଠିକ୍ ଲାଗୁଛି କରୁ। ତୁମେ
Loading comments…
Loading comments…