by Ranjit Sahu ✓ · 22 May 2020
ବହିଟିକୁ ଧରି ଏକ ଅଲଗା ଆନନ୍ଦ ଲାଗୁଥିଲା I ବହିଟି ଯେପରି ତାକୁ ନ ଛାଡ଼ିବାକୁ କହୁଥିଲା I କିଛି ଭାବି ନିଜ ବ୍ୟାଗରେ ରଖିଦେଲି ବହିଟିକୁ ଆଉ ପୁଣି କାଚଟିକୁ ଘୁଞ୍ଚେଇଦେଲି
Loading comments…
Loading comments…