by Sambit Srikumar ✓ · 28 Aug 2021
ଆଜି ସରକାରୀ ଛୁଟି ଦିବସ। କର୍ମକ୍ଲାନ୍ତ ଜୀବନରେ ଟିକେ ଫୁରୁସତ୍ ମିଳେ ଏମିତି ଛୁଟିରେ। ସୂତରାଂ ଡେରିରେ ବିଛଣା ଛାଡ଼ିଲି। ନିତ୍ୟକର୍ମ ସାରି ଛକ ଆଡେ ଘେରାଏ ବୁଲି ଆସିବାକୁ ମନ ହେଲା। ବାଇକ୍ ଧରି ବାହାରିଲି ଛକକୁ ଚାହା ପିଇବାକୁ। ସାଙ୍ଗମାନେ
Loading comments…
Loading comments…