ଦିନେ ବାବାଙ୍କର କୃପାଦୃଷ୍ଟି ମୋ ଉପରେ ପଡ଼ିଲା । ଘଟଣା-ଦୁର୍ଘଟଣାଗୁଡ଼ିକ ଅଣନିଃଶ୍ୱାସୀ ହୋଇ ଏକାଥରେ କହିଗଲି । ପଚାରିଲି ଏ ବନ୍ଧନରୁ ମୁକ୍ତିର ଉପାୟ । ସାଥେସାଥେ ବାବା ଉତ୍ତର ଦେଲେ, “ଏ ସମ୍ପର୍କର ମୂଳମନ୍ତ୍ର ‘ପ୍ରେମର କୋଟା’କୁ ଭାରତୀୟମାନେ ଗୋଟାଏ ଜନ୍ମରେ ଖର୍ଚ୍ଚ କରିପାରନ୍ତି ନାହିଁ । ଏ ସାତଜନ୍ମ ଯାଏଁ ସେ ପିଛା ଛାଡ଼େନି । ତୁମେ ଯଦି ଏହି ଜନ୍ମରେ ଏତେ ପ୍ରେମ କର କି ?”
Loading comments…