by MADHU MITA ✓ · 3 Jul 2022
ବିରୋଧୀ ଦଳର ଆମରଣ ଅନଶନ ଫଳରେ ନ୍ୟାୟ ପାଇଲେ ରାଧୁଆ ମା..ଗଣତନ୍ତ୍ରର ବିପୁଳ ବିଜୟ ହେଲା । ଅହେତୁକ ଅବହେଳା ପାଇଁ କ୍ଷମା ମାଗିଲେ ପ୍ରଶାସନ । ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଆଇନ କଡା କଡ଼ି ହେଲା…!!
Loading comments…
Loading comments…