by Satyabati Swain ✓ · 2 Jun 2019
ଆଗେ ବାବାମା ମୋତେ ସାଙ୍ଗରେ ନ ନେଲେ କୌଣସି ଭୋଜି କି ପାର୍ଟି କି ମନ୍ଦିର ପ୍ରସାଦ କି ବନ୍ଧୁ ବାନ୍ଧବ ଘର ଯାଉ ନଥିଲେ।କିନ୍ତୁ ବଡ଼ ହେଲା ପରେ,ଦିନେ କେବେ ବି ପଚାରିନି ବାବା ମା ତୁମେ ଯିବକି ମନ ବିଡିବା ପାଇଁ।
Loading comments…
Comments
Loading comments…