by Sanjukta Padhi ✓ · 16 Jun 2021
ରାଜଧାନୀର ରାତି ତାକୁ ମହଙ୍ଗା ଲାଗୁଥିଲା। ଟିକେଟ ନେଇ ସିଧା ବସରେ ବସିପଡ଼ିଲା । ଧୂଆଁ ଅନ୍ଧାରରେ ଏକାମ୍ର ନଗରୀ ଅଦୃଶ୍ୟ ହେବାକୁ ଲାଗିଲା । ଦିନଯାକର ଥକା ଓ ଚିନ୍ତା ଗ୍ରସ୍ତ ମନ ନେଇ ଅତୀତର ସ୍ମୃତିରେ ଭାସିବାକୁ ଲାଗିଲା ଦୀପକ ବସ୍ ଭିତରେ ।
Loading comments…
Loading comments…