by ABhimanyu Panda ✓ · 17 Mar 2020
ଝିଅଟିକୁ କେହି ଖର୍ଚ୍ଚ କରିବାକୁ କୋଡ଼ିଏ ଟଙ୍କା ଦେଇଥିଲେ , ସେ ଲୁଚେଇ ରଖିଥିଲା ତାକୁ । ମୋତେ ରାକ୍ଷୀ ବାବଦ ମିଠା ଖାଇବାକୁ ସେତକ ଦେଇଦେଲା ।
Loading comments…
Comments
Loading comments…