by Mamata Acharya ✓ · 3 Aug 2020
ସାନ ପିଲାଙ୍କ କଥା ଠାକୁରେ ଶୀଘ୍ର ଶୁଣନ୍ତି ।ତୁ ଆଜିଠୁ ନିତି ଗାଧୋଇ ପାଧୋଇ “ଭାଇଟିଏ ଦିଅ ମୁଁ ଖେଳିବି “କହି ଠାକୁରଙ୍କୁ ପ୍ରାର୍ଥନା କରିବୁ ।ଦେଖିବୁ ତତେ ଠାକୁରେ ନିଶ୍ଚୟ ଭାଇ ଟିଏ ଦେବେ ।ତା ପରଦିନଠୁ କାଳେ ଅବୋଧ ନାନୀ ତାଙ୍କର ବଡ ପାଟିରେ
Loading comments…
Loading comments…