by Subhalaxmi Nayak ✓ · 7 Oct 2021
"ଭାଇ, ଏ ବର୍ଷ ର ରାକ୍ଷୀ ବି ଲଫାପା ଭିତରେ ସାଇତି ରଖିଲି। ବାନ୍ଧିବାକୁ ହେଲେ ମୋତେ ଏପଟ କୁଳର ଏରୁଣ୍ଡି ଡେଇଁ ଯିବାକୁ ପଡ଼ିବ। ଆଉ ସେପଟ କୁଳରେ ଲୋକେ ଚାହିଁ ବସିଥିବେ, ତୋର ମୋର ଏ ସ୍ନେହର ବନ୍ଧନକୁ ଖୁସିରେ ପାଳିବାକୁ ନୁହେଁ, "କୁଳଟା",
Loading comments…
Loading comments…