by RAJENDRA DASH ✓ · 30 Jul 2020
”ମନ ଊଣା କରେ ନାହିଁ ବାପା , ତୋ ମାଉସୀ ଝିଅ ପିଉସୀ ଝିଅ ଦାଦା ଝିଅ, ଖୁଡୀ ଝିଅ, ବଡ ବାପା ଝିଅ , କେତେ ଭଉଣୀ ତୋର । ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବାକୁ ତୋ ହାତର ସୀମିତ ସାମାନ୍ୟ ପରିଧି ବି କମ୍ ପଡିଯିବ”।
Loading comments…
Loading comments…