by Deepamjyoti Divyaprakash ✓ · 21 Jul 2021
ଦଉଡ଼ିଯାଇ ନିଜେ ରହୁଥିବା ଛୋଟ କୋଠରୀର ଏକ କୋଣରେ ବସି କାନ୍ଦିବାକୁ ଲାଗିଲା । ସେ ନିଜକୁ ଅସହାୟ ମନେକରୁଥିଲା ଓ ଜନ୍ମ ଦେଇଥିବା ବାପାମାଆଙ୍କୁ ମନେମନେ ଖୋଜୁଖୋଜୁ ଭାବୁଥିଲା –“ ଏ ଦୁନିଆରେ ଗରିବ ଘରେ ଜନ୍ମହେବା ପାପ । ମୋ ବାପାମାଆ ଯଦି ବଞ୍ଚ
Loading comments…
Comments
Loading comments…