by ପ୍ରିୟଦର୍ଶିନୀ ମହାନ୍ତି ✓ · 26 Nov 2019
ସେଦିନ ଘରକୁ ଫେରିଲା ପରେ ରାମୁକାକା କହିଲା," ଏତିକି ମିଛ ମୁଁ ଆଜି କହିଲି। ଆଉ କେବେ ମତେ କହିବନି ଏପରି କରିବାକୁ। ଏଣିକି ମନ ଦେଇ ପଢ଼।" ମୁଁ ଧୀରେ ହସି ଦେଇ ମୁଣ୍ଡ ହଲେଇ "ହଁ "ବୋଲି କହିଲି ।
Loading comments…
Loading comments…