by Sanuja Meghamala ✓ · 2 Jun 2022
ଯେଉଁ ଘରେ ନୂଆ ହୋଇ ଆସିଥିବା ବୋହୂ( ଝିଅର)ଟିର ମନକୁ ବୁଝି ଆପଣେଇ ନେଇ ସ୍ନେହ ମମତା ଦିଅନ୍ତି ଓ ଝିଅଟି ପ୍ରତିବଦଳରେ ସମାନ ସ୍ନେହ ଭକ୍ତି ଓ ସମ୍ମାନ ଦେବା ସହିତ କର୍ତ୍ତବ୍ୟ କରେ ସେ ପରିବାରଟିରେ ସୁଖ ଓ ଶାନ୍ତି ଭରିଯାଏ। ହସି ଉଠେ ସଂସାର।
Loading comments…
Comments
Loading comments…