by Rajabala Tripathy ✓ · 9 Jul 2019
ମୋ ଆଗରେ ଅନେକ ଉଦାହରଣ। ଖାଲ ଖମା ଉଚ୍ଚା ନିଚା ପୂର୍ଣ୍ଣ ଏ ରାସ୍ତାଟି ଭୟଙ୍କର ଭାବେ କଣ୍ଟକିତ, ତଥାପି ମଧ୍ୟ ଏହି ରାସ୍ତାରେ ଚାଲିବାକୁ କାହିଁକି ବା ସ୍ଥିର କରିଛି? ଏସବୁ କାହିଁକିର ଅନୁଶୀଳନ କରିବା ଉଚିତ ବୋଲି ତୁମେ ଚିନ୍ତା କରୁ ନାହଁ କି ?
Loading comments…
Loading comments…