ସୁବିଧାଜନକ ଓ ସୁରକ୍ଷିତ ହେବ ବୋଲି ମେଣ୍ଡା ପଲ ପରି ଆବହମାନ କାଳରୁ ଚାଲିଆସିଥିବା ପ୍ରଥା ପରମ୍ପରା ନାଁରେ ସେଇ ଗୋଟିଏ ରାସ୍ତାର ହୋ ହାଲ୍ଲାର ଅଂଶ ହେବ ନା କେଉଁ ରାସ୍ତାରେ ଚାଲିଲେ ସତ୍ୟକୁ ଉଜାଗର କରିହେବ, ସମଗ୍ର ମାନବତାର ସେବା କରିହେବ ସେ ରାସ୍ତା ବାଛି ନେବ, ଏହା ନିର୍ଣ୍ଣୟ କରିବାର ଦାୟିତ୍ୱ କେବଳ ତୁମର । " - ସ୍ମିତ ହସି ଉତ୍ତର ଦେଲି ମୁଁ ଆଉ ଆଗକୁ ମାଡି ଚାଲିଲି।
Loading comments…