ପାଞ୍ଚବର୍ଷ ତଳେ ଚୁପ୍ ଚାପ ସେ ଏମିତି ଅନାଇ ଥିଲେ ନଈପଠାକୁ ।ଇଂଜିନିଅରିଂ ପଢ଼ୁଥିବା ପୁଅ ସାଙ୍ଗମାନଙ୍କ ସହ ଷ୍ଟଡ଼ି ଟୁରରେ ଉତ୍ତରାଖଣ୍ଡ ଯାଇ ଅଳ୍ପ ପାଣି ଥିବା ନଈ ପଠାରେ ଫଟ ଉଠାଉଥିଲା।ହାଠାତ୍ ଉପର ମୁଣ୍ଡରେ ଥିବା ଜଳଭଣ୍ଡାର ରୁ ପାଣି ଛାଡିଦିଆଯାଇଥିଲା।ଫଟ ଉଠାଉଥିବା ପିଲାଙ୍କ ଭିତରେ ତାଙ୍କ ପୁଅ ବି ଭାସି ଯାଇଥିଲା ସେଇ ପାଣିରେ।୨୯ ଜଣ ପିଲା ଭାସିଗଲେ।କିଛି ପିଲାଙ୍କ ଲାସ ମିଳିଲା।ଟିକୁ ର ଲାସ କିନ୍ତୁ ମିଳିଲାନି।
Loading comments…