by Etishree Jana ✓ · 18 Oct 2021
ଲାଇଟ ଲଗାଇ ପାଣି ପଇସାରି ଯେତେବେଳେ ସେ ପଛକୁ ବୁଲିଲେ ସେ ଚିତ୍କାର କରି ଉଠିଲେ l ବିରାଟକାୟ ଶରୀର ବିଶିଷ୍ଟ କଳା ପୋଷାକ ପିନ୍ଧା ବିକଟାଳ ଦୃଶ୍ୟମାନ ହେଉଥିବା ଜଣେ ବ୍ୟକ୍ତି ତାଙ୍କ ନିକଟରେ ଠିଆ ହୋଇଥିଲା l
Loading comments…
Loading comments…