by Kartik The Poet ✓ · 2 Jan 2021
ମୋନା ବାରମ୍ବାର ମୋ ଗଳା ଚିପି ମର୍ଡର କରିବାକୁ ଚେଷ୍ଟା କରୁଥିଲା l ହେଲେ ସେ ହାରି ଯାଉଥିଲା l କାହିଁକିନା ଏବେ ଘଣ୍ଟାଏ ତଳେ ମୁଁ ତା'ର ମର୍ଡର କରି ସାରିଥିଲି l
Loading comments…
Loading comments…