ମାତୃ ପିତୃ ସ୍ନେହ ଯେଉଁ ପିତା ଦେଉଥିଲେ ତାଙ୍କୁ ଶେଷ ମୁହୂର୍ତ୍ତରେ ଟିକେ କଥା ବି ହୋଇପାରିଲିନି, କ’ଣ ଭୁଲ ଥିଲା ମୋର । ଆଜିବି ୧୦ ବର୍ଷ ପରେ ପେନଟିକୁ ଦେଖିଲେ ମନେ ପଡେ ବାପାଙ୍କର ତ୍ୟାଗ ଆଉ ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ପେନଟି ମୋ ପକେଟରେ ରହି ସୁଚାଇଦିଏ ମୋର ଦାୟିତ୍ୱ ବୋଧ । ମୁଁ ଚାହିଁଥିଲି ବାପାଙ୍କ ଆଶୀର୍ବାଦ ରିତୁକୁ ମିଳୁ । ହୁଏତ ବାପା ଥିଲେ ।
Loading comments…