by Lopamudra Parida ✓ · 8 Aug 2021
ମାଆ ମୁଁ ବାଂଲାଦେଶୀ ମୁସଲମାନ ବୋଲି ମୋ ଅବ୍ବୁ କହୁଥିଲା ଆଉ ମୁଁ ପୁରୀ ବ୍ରାହ୍ମଣୀର ରକ୍ତ ବୋଲି ଅମ୍ମା କହେ । ସେମାନେ ମତେ ସାଲବେଗ ଡାକୁଥିଲେ ।ନଦୀ ବଢିରେ ଆଖପାଖ ସବୁ ଗାଆଁ ଇଲାକା ସହ ପୁରା ସରହଦ ଭାସିଗଲା ।
Loading comments…
Loading comments…