by Satyaranjan Mishra ✓ · 23 Jul 2019
ରଥଯାତ୍ରାରେ ସୁମିତର ଜନ୍ମ ଦିନ ।ଭାବିଥିଲି ସେଦିନ ତା ପାଇଁ ଗୋଟେ ନୂଆ ଡ୍ରେସ ଆଣିଥାନ୍ତି । କିନ୍ତୁ ତୁମେ ଯଦି କହୁଚ ତାହେଲେ ସେ ପଇସାକୁ ତୁମେ ନେଇଯାଅ ।ଡ୍ରେସ ତ କେବେ ବି ହେଇ ପାରିବ ହେଲେ ପୁଅର କ୍ୟାରିଅର ବେଶୀ ଜରୁରୀ ।
Loading comments…
Loading comments…