by Dr Jharana Satapathy ✓ · 10 Aug 2020
ଏହା ସାମାନ୍ୟ ଡୋର ନୁହେଁ ବିଶ୍ବାସ ସହ ପ୍ରେମର ରକ୍ଷକ ଡୋରି। ଖାଲି ଭଉଣୀ ହିଁ ଭାଇକୁ ରାକ୍ଷୀ ବାନ୍ଧିବ ତା ନୁହେଁ ଏ ଡୋରଟିଏ ବନ୍ଧୁ ହାତରେ ବନ୍ଧୁତ୍ବର ପ୍ରତୀକ ଦିଏ।
Loading comments…
Comments
Loading comments…