Loading…
ଯେଉଁ ଅମର ବତିଶ ବର୍ଷ ଧରି ତାର ସବୁ ଦୁଃଖ ସୁଖରେ ଠିଆ ହୋଇ ତାକୁ ନୂଆ ଜୀବନଟେ ଦେଇଥିଲା, ସେ ପୁଣି ତାକୁ ଅବିଶ୍ବାସ କଲା । ତା ଝିଅ ନାଁ ରେ ମିଛ କହୁଛି ବୋଲି କହି ପାରିଲା । ଏମିତି ଭାବି ଭାବି ଅନେକ ରାତି ମହେନ୍ଦ୍ରକୁ ନିଦ ହେଲାନି । ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇ ଥିବା ଲୋକଟା ଯଦି ବଞ୍ଚି ଥାଉ ଥାଉ ଦୂରେଇ ଯାଏ ତେବେ ଜୀବନ ମରଣ ସହ ସମାନ ହୋଇଯାଏ ।
Comments
Loading comments…