by Dipti lekha Mishra ✓ · 20 May 2019
ଭଗବାନ ଦେଲେ ଭାବି ସମସ୍ତଙ୍କ ମୁଣ୍ଡକୁ ପାହାର ଲେଖାଏଁ ପକାଇଲି । ପୋଲିସ୍ କୁ ଆଗରୁ ଜଣାଇ ଦେଇଥିବାରୁ ଠିକ୍ ସମୟରେ ପହଂଚି ଯାଇଥିଲେ ମାମୁଁଘର ଦଳ । ସେ ରାକ୍ଷାସ ମାନଙ୍କୁ ଝିକିନେଇ ଗାଡିରେ ବସାଇଲେ ଆଉ ଝିଅଟାକୁ ଉଦ୍ଧାର କରିବାକୁ ଖୋଜି ଲାଗିଲେ ।
Loading comments…
Loading comments…