by Akshayakumar Dash ✓ · 19 Mar 2021
ଝିଅମାନେ ପୁଅଙ୍କୁ ଧରି ଜିଅଳ ପକୋଉଛନ୍ତି ।ଛୋଟ ମାଛ ବନିସିରେ ବାନ୍ଧି ବଡ଼ ମାଛ ରୋହି କି ଭାକୁର ଧରୁଛନ୍ତି ।ପୁଣି ବିଭାଘର ସରିଲେ ନିଜ ସ୍ୱାମୀକୁ ନଚୋଉଛନ୍ତି ।
Loading comments…
Loading comments…