by ଶିଶିର ସାହୁ ମନୋଜ ✓ · 27 Nov 2019
ମଲା ଟୋକା ଦିହରେ ଗାଳି ପକାଇଲା । ଅନ୍ୟ ସାପମାନେ ୟା' ଦେଖି ଟିକିଏ ଟିକିଏ ଵିଷ ନେଇ ଆପଣା ଦାନ୍ତରେ ଛଞ୍ଚି ରଖିଲେ । ହେଲେ ରଣାର ଆଉ ମୋଟେ ଵିଷ ରହିଲା ନାଇଁ । ସେଟା ଶେଷକୁ ଗୋଟେ ଚିତ୍ର ଧାମଣା ହୋଇଗଲା ।
Loading comments…
Loading comments…