by Upendra prasad Mahala ✓ · 21 Apr 2021
ସ୍ୱାଧୀନ ଭାରତରେ ପରାଧୀନତାର ଅନ୍ଧାର ଓ ବର୍ବରତା ଅ।ମେ ଅଙ୍ଗେ ନିଭାଇଛୁ । ପୋଲିସର ନିର୍ଘାତ ମାଡରେ ଗୁରୁତର ଅ।ହତ ତତକାଳୀନ ସ୍କୁଲ ପରିଚାଳନା କମିଟି ସମ୍ପାଦକ ପରେ ପାଗଳ ହୋଇ ଅକାଳରେ ମୃତ୍ୟୁବରଣ କରିବା ଭଳି ଅଘଟଣ ବହୁ ଦୁଃଖ ଦେଇଥିଲା ।
Loading comments…
Comments
Loading comments…