by T.Durga Prasad Rao ✓ · 13 Jul 2019
ମୁଁ ହାତମୁହଁ ଧୋଇ ଖାଇବା ପାଖରେ ବସି ପଡ଼ିଲି। ନାନାଦି ପ୍ରକାର ବ୍ୟଞ୍ଜନରେ ମୋର ଥାଳି ଭରିଦେଲେ ଦୁଇଭଉଣୀ। ସବୁଥିରୁ ଟିକିଏ ଟିକିଏ ପାଟିକୁ ନେଇ ମୁଁ ପ୍ରଶ୍ନ କଲି, ରୋଷେଇ କିଏ କରିଛି? ଭଉଣୀଦୁହିଁଙ୍କର ମୁହଁ ଶୁଖିଗଲା। କେହି ମୁହଁ ଖୋଲିବାକୁ ସାହସ କଲେ ନାହିଁ।
Loading comments…
Loading comments…