by Bismita Sahoo ✓ · 22 Jul 2019
ଭାଇ ତ ରହିଲା ସୁଦୂର ମୁମ୍ବାଇରେ। ଦିନେ ବି ଜମିକଥା ବୁଝେନି। ବଳଦ ଦିଟା ସହ ନିଜେ ବି ବଳଦ ସାଜି ମାଟି ସାଙ୍ଗେ ମାଟି ହେଇ ସେ ଜମିରେ କାମ କରେ। ସୁନା ଫଳାଏ। ସେ ଖାଇଲା କି ନଖାଇଲା ମା କେବେ ବୁଝେନି।
Loading comments…
Loading comments…