by Sandhyarani dash ✓ · 21 Jul 2019
ଯୌଥ ପରିବାରରେ ରହି ଗୁରୁଜନଙ୍କ ଆଦେଶ ଓ ନିର୍ଦ୍ଦେଶ ମାନି ପିଲା ମାନଙ୍କର ଦାୟିତ୍ୱ ଘରର ଦାୟିତ୍ୱ ତୁଲାଇଥିଲେ ବାପା ମା। ସେତେବେଳେ ବିଶେଷ କରି ମା ନିଜକୁ ସମର୍ପଣ କରିଥାଏ ରଫ ଖାତା ପରି।
Loading comments…
Loading comments…