by Madhabi Patel ✓ · 6 Apr 2022
ପ୍ରକୃତରେ ସବୁଋତୁ ନିଜ ନିଜ ଜାଗାରେ ମୂଲ୍ୟବାନ । ସମସ୍ତେ ଜଗତ ହିତରେ ନିଜ ଜୀବନ ଉତ୍ସର୍ଗିତ କରିଥାନ୍ତି । ଅନେକ ଫଳମୂଳ ଉପହାର ଦିଅନ୍ତି । ପର୍ବ ପର୍ବାଣୀ ନେଇ ଆସନ୍ତି ଓ ମଣିଷ ମନରେ ଆନନ୍ଦ ଭରି ଦିଅନ୍ତି ।
Loading comments…
Loading comments…