by sanghamitra pattnaik ✓ · 27 Nov 2020
ଆରେ ଏ କଣ?? ମୋ ଚୁଡି ସବୁ କୁଆଡେ ଗଲା? ଓହୋ କଣ ଯେ ମୋ ଟିକିଲି ବି ନାହିଁ ଆଜି ପୁଣି ୱେଲକମ ସିନିଅର ମାନେ ଯଦି ତାକୁ ଗାଳି କରନ୍ତି ହଉ ଛାଡ଼ ଯା ହବ ଆଉ.. ଆ କହି ବାହାରି ଗଲା ରୁମ ରୁ ଆଉ ରୁମ ତାଲା ପକେଇଲା ବେଳେ ବି ତାକୁ ଲାଗିଲା କେହି ଯେ
Loading comments…
Loading comments…