by jyotsna mayee panda ✓ · 9 Jun 2021
ଯେତେବେଳେ କରୋନା ହୋଇଥିଲା ତୁ ବି ମୋ ପାଖରେ ନଥିଲୁ l ବନ୍ଧୁ ବାନ୍ଧବ ସଭିଏଁ ମୁହଁ ଫେରେଇନେଲେ କାଳେ ସଂକ୍ରମିତ ହୋଇଯିବେ ବୋଲି l ସେତେବେଳେ ଏ ରୁପା ଆମ ସେବା କରିଛି ଆମକୁ ଖାଇବାକୁ ଦେଇଛି l କେମିତି ଭୁଲିବୁ ତା ଉପକାର l
Loading comments…
Comments
Loading comments…