by Ramakrushna Dakua ✓ · 28 Jul 2020
ତମେ ଯେଉଁଠି ଥାଅ, ଯେମିତି ଥାଅ ମୁଁ ତମର ଆଉ ତୁମେ ମୋର ନ ହେଲେବି ଏ ରୂପାର ପାଉଁଜି ଆମର ହୋଇ ରହିବ । ଆମ ପ୍ରେମକୁ ଅମର ରଖିବ ଏ ପାଉଁଜୀ ।
Loading comments…
Loading comments…