ସେଦିନ ବି ଆସିଗଲା ,ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଅଭୟ ଅଳକା ମା' ମଥାରେ ସିନ୍ଦୁର ଦେଲେ । ସମାଜର ସ୍ୱୀକୃତି ମିଳିଗଲା ଉଭୟଙ୍କୁ । ବୟସ ଗଡିଯାଇଥିଲେ ବି ଉଭୟଙ୍କର ତପସ୍ୟାର ଫଳ ସ୍ୱରୂପ ଦୁହିଁଙ୍କ ଶରୀର ସ୍ଵର୍ଣପ୍ରାୟ କାନ୍ତି ମୟ ଦିଶୁଥିଲା । ସତେ ଯେମିତି ଈଶ୍ୱର ପାର୍ବତୀଙ୍କ ଯୋଡ଼ି । ମୋ ମନରେ ବିଜୟର ଅହଂକାର ।
Loading comments…