by Sambit Srikumar ✓ · 22 Dec 2020
ସୂର୍ଯ୍ୟ ଭାଇନାଙ୍କ ବଡ଼ ପୁଅ ରବି ମୋର ସହପାଠୀ ସ୍କୁଲରେ। ସେ ବେଳେବେଳେ ତାଙ୍କ ସହିତ ରୋଷେଇ କରିବାକୁ ଯାଏ। ରୋଷେଇ କାମ ସରିବା ପରେ ସାଥିରେ ଆଣିଥିବା ନାନାଦି ବ୍ଯଞ୍ଜନ ଆମ ସାଙ୍ଗ ସାଥୀମାନଙ୍କୁ ତାଙ୍କ ଘରକୁ ଡାକି ଖୁବ୍ ଆଦରରେ ଖୁଆଏ। ଲମ୍ବା
Loading comments…
Loading comments…