by Maitreyee Kamila ✓ · 12 Dec 2019
ଅସିନ ମାସରେ ଦୁର୍ଗା ପୂଜା ମାସେ ପୂର୍ବରୁ ମୁଢି ଭଜା ଖଇ ଭଜା ଲଡ଼ୁ ମୁଆଁ ଖଜା ଉଖୁଡା ସବୁ ତିଆରି କରି ରଖିଥିବ ଘରକୁ କୁଣିଆ ଆସିବେ ବୋଲି।ଯେତେ ଡାକ କାହାରି ବନ୍ଧୁ ଘର ବାହାଘର ସୁଧଘର କୁ ଯିବା ପାଇଁ ବେଳ ନାହିଁ।
Loading comments…
Loading comments…