ସ୍ଵାଧୀନତା ର ଏତେ ବର୍ଷ ପରେ ଆଗାମୀ ପିଢୀ ଏବେ ଆଣନିଶ୍ବାସୀ ସ୍ଵାଧିନତା ର ମାଳ ମାଳ ଅର୍ଥ ରେ ଆଗରୁ ସ୍ଵାଧିନତା ର ମାନେ ଥିଲା କେବଳ ଗୋଟିଏ ସ୍ଵଇଚ୍ଛାରେ ନିଜ ଜୀବନ କୁ ଜିଇଁବା କିନ୍ତୁ ଏ ଏକବିଂଶ ଶତାବ୍ଦୀ ରେ ସ୍ଵାଧୀନତାର ମାନେ ବଦଳେ ସମସ୍ତଙ୍କ ପାଇଁ ଛୁଆ ଟିଏ ଆଗଭଳି ଜିଇଁ ପାରେନି ତା ଅଫେରା ଶୈଶବ କୁ ଦୁନିଆ କୁ ଚିହ୍ନୁ ଚିହ୍ନୁ ଜବରଦସ୍ତି ତାକୁ ବଞ୍ଚିବାକୁ ହୁଏ ପିତାମାତାଙ୍କ ପୂର୍ବନିର୍ଦ୍ଧାରିତ ସ୍ଵପ୍ନ କୁ
Loading comments…