by Trushna Das ✓ · 7 Jul 2021
ତିଥିଙ୍କୁ ଦୀପକ ବୁଝାନ୍ତି ଯେ ରାଗ ଛାଡି ଯାଆ ବାପା ମାଆଙ୍କ ସହ କଥା ହେବ। ସେମାନେ ବଡ। ତାଙ୍କ କଥାକୁ ଧରି ରଖିଛ। କିନ୍ତୁ ତିଥି କୁହନ୍ତି ସେ ଘରକୁ ମୋର ଯିବାର ନାହିଁ। ଅଭିମାନ ମାରି କୁହନ୍ତି ସେଠି ମୋର କେହି ନାହିଁ.... କେବଳ ମାଆକୁ ଛାଡ଼
Loading comments…
Loading comments…