by Sonali Swain ✓ · 25 Jul 2019
ସାରା ଦୁନିଆ ଯୋଉ ମଣିଷଟା ମୁଣ୍ଡରେ ସ୍ୱାର୍ଥପର ପର ବୋଝ ଲଦି ଦେଇଛି, ସେ ମଣିଷଟି ପାଖରେ ଥିଲା ହିଁ ପ୍ରକୁତ ମଣିଷପଣିଆ । ସେ ହିଁ ଚିନ୍ହିପାରିଥିଲା ସାରା ଦୁନିଆକୁ, ଭୋକିଲା ପେଟ କୁ, ଆଉ ଭୋକର ଦୁଃଖକୁ, ଗୋଟେ କୁନି ପିଲାର ମନକୁ ।
Loading comments…
Loading comments…