by Bibhu Samanta ✓ · 25 Dec 2018
କଥା ଗୁଡା ତୀର ପରି ଗଳିଗଲା ଶୁଭମ ଛାତିରେ। କାନମୁଣ୍ଡା ଝାଇଁ ହେଇଗଲା ଅପମାନରେ। ଶରବିଦ୍ଧ ପକ୍ଷୀଟି ପରି କ୍ଷତାକ୍ତ ହେଲା ହୃଦୟ। ଆଉ ସେ ଚାଲିଗଲା....
Loading comments…
Loading comments…