ଏମିତି କେତେ କାଳ ରହିଥାନ୍ତା ଏ ପତ୍ର ! ସେଦିନ କାହିଁକି ସେ ଅନୁଭବି ପାରିଲାନି ଏ ପତ୍ରର ଉପସ୍ଥିତି? ସ୍ନେହା କାହିଁକି କହିପାରିଲାନି ତାର ଏ ଅନ୍ତରଙ୍ଗ ମନତଳ କଥା? ହୁଏତ ସ୍ନେହା ସେଦିନ କଳ କଳ ନାଦରେ ନିର୍ଝରିଣୀଟିଏ ପରି ବହି ଯାଇଥିଲେ ବର୍ତ୍ତମାନ ଭିନ୍ନ କିଛି ହୋଇଥାନ୍ତା ହୁଏତ ସେଦିନ ୟାକୁ ପଢ଼ି ପାରିଥିଲେ ସେ ବାଧ୍ୟକରି ବଦଳାଇ ଦେଇଥାନ୍ତା ସମୟର ସୁଅକୁ !
Loading comments…