
ନା ସାଙ୍ଗ,ନା ସାଥୀ,ନା କେହି ଆତ୍ମୀୟ Iଏତେ ବଡ ଘରଟାରେ ସମ୍ପୂର୍ଣ୍ଣ ନିଃସଙ୍ଗ Iଘରେ ଘରଭର୍ତ୍ତି ବହଳ ଅନ୍ଧାର Iଚାରିଆଡେ ମହାଶୂନ୍ୟର ନିରବତା Iନିସ୍ତବ୍ଧ ଅନ୍ତରୀକ୍ଷର ଛାତି ଚିରି ବାହାରକୁ ଆସିବାରେ ବିଫଳ ସତ୍ୟର ଓଁକାର I ଜୀବନର ଅନ୍ତରୀକ୍ଷରେ ବାଟବଣା ହୋଇଗଲା ଅନ୍ତରୀକ୍ଷ ବିଜ୍ଞାନୀ ସତ୍ୟକାମ ମହାନ୍ତି I
Loading comments…